17153 01.06.22 Wednesday
Posts
Showing posts from May, 2022
- Get link
- X
- Other Apps
18036 15.05.22 Sunday Cancer Awareness programs are our main goal ଗତ ତା14.05.22 ରିଖ ରେ ଶ୍ରୀ ଶ୍ରୀ ନୃସିଂହନାଥ ଜନ୍ମୋତ୍ସବ ଓ ବୈଶାଖ ମେଳା 2022 ଅବସରରେ ବରଗଡ଼ ଜିଲ୍ଲା ଅନ୍ତର୍ଗତ ନୃସିଂହନାଥ (ପାଇକମାଲ) ରେ କ୍ରିୟା ଫାଉଣ୍ଡେସନ,ଭୁବନେଶ୍ୱର ତରଫରୁ କର୍କଟ ରୋଗ ସମ୍ବନ୍ଧିୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଶତାଧିକ ବ୍ୟକ୍ତିଙ୍କୁ କର୍କଟ ରୋଗ ସମ୍ବନ୍ଧିୟ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ସହାୟତା ପ୍ରଦାନ କରିଥିବା KRIAA Foundation, Bargarh_Team ର ସହଯୋଗୀ ପ୍ରମୋଦ ବାବୁ, କିରଣ ବାବୁ, ଓ ଅନ୍ୟ ଉପସ୍ଥିତ ବନ୍ଧୁମାନଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି। ଧନ୍ୟବା ଦ।