SICU Burla
Mousumi Sahu (Deepali)
Burla ସ୍ଥିତ SICU ରେ ଚିକିତ୍ସିତ ହେଉଥିବା ସମୟରେ 24.06.21 ତାରିଖ ରୁ ଚେତନା ହରାଇଥିବା ବେଳେ 02.07.21 ତାରିଖ ଶେଷ ମୁହୁର୍ତ ରେ ବ୍ରେନ୍ ମେପିଙ୍ଗ ବିଷୟରେ Professor Dr Sudarshan Sir କହିଥିଲେ । ଏହି କଥା ଆମକୁ ଶେଷ ମୁହୁର୍ତ ରେ କହିଲେ କାହିଁକି ? ତା ଆଗରୁ ଚିକିତ୍ସା ପାଇଁ ବ୍ରେନ୍ ମେପିଙ୍ଗ କାର୍ଯ୍ୟ କରିପାରିଥାନ୍ତେ। ହେଲେ ଦିର୍ଘ 10 ଦିନ ମଧ୍ୟରେ ଏହା କରିନଥିଲେ କାହିଁକି ? ଏହି ପରି ଭାବରେ ଯଦି ରୋଗୀଙ୍କ ସେବା କାର୍ଯ୍ୟ ଚଳିବ ତେବେ ଏମାନଙ୍କ ଠାରୁ କ'ଣ ଆଶା କରିପାରିବା ।
Mousumi Sahu (Deepali)
Professor Dr Sudarshan Sir spoke about brain mapping at the last minute on 02.07.21 while he was unconscious on 24.06.21 while undergoing treatment at SICU in Burla. Why did you tell us this at the last minute? He could have done brain mapping for treatment before that. But why not do it in 10 days? What can we expect from these patients if they continue to do so?
Comments
Post a Comment