Private Nursing Home
Mousumi Sahu (Deepali) ଚିକିତ୍ସା ସମୟରେ ଯେତେବେଳେ ତାକୁ Air mattress ର ଆବଶ୍ୟକ ବୋଲି ଘରୋଇ ଚିକିତ୍ସାଳୟର Professor କହିଲେ ସେ ସମୟରେ SICU Incharge ଆମକୁ କହିଲେ ଯେ ତୁମେ ମେଡିସିନ Store ରୁ ନ କିଣି ଆମ ଠାରୁ ୨୮୦୦ ଟଙ୍କା ରେ ନେଇଯିବ। ଏଇଠି ଟଙ୍କା ର ପ୍ରଶ୍ନ ଉଠୁନାହିଁ ପ୍ରଶ୍ନ ଉଠୁଛି ସେମାନେ Air mattress ପାଇଲେ କେଉଁଠାରୁ ? ଚିକିତ୍ସିତ ସମୟରେ ମୃତ ରୋଗୀଙ୍କ ରହିଯାଇଥିବା ଜିନିଷ କୁ ପରେ ଅନ୍ୟଙ୍କ ଠାରେ ବିକ୍ରି କରି ଟଙ୍କା ଉପାର୍ଜନ କରିବା ଓ ଅର୍ଥ ଆଦାୟ କରିବା ଏକ ରକମର ବ୍ୟବସାୟ ପାଲଟିଛି।
When Mousumi Sahu (Deepali) told her that she needed an air mattress during her treatment, SICU Incharge told us that you would take it from us for Rs 2,800 without buying it from the medicine store. There is no question of money here, the question is, where did they get the Air Mattress? It has become a kind of business to make money and sell money by later selling the remains of a deceased patient to others during treatment.
Comments
Post a Comment