Private Nursing Home
Private Nursing Home ରେ କିଛି ମାତ୍ରାରେ ମାନବିକତାର ରହିଛି
ଜୁନ 3 ତାରିଖ ଶନିବାର ଦିନ 10.15 ମିନିଟ୍ ରେ ଯେତେବେଳେ Mousumi Sahu (Deepali) ଚିରଦିନ ପାଇଁ ଆମକୁ ଛାଡ଼ି ଚାଲି ଗଲା ବୋଲି ଜାଣିଲା ପରେ ବୁର୍ଲା ସ୍ଥିତ SICU ର କିଛି Nursing Staff Duty ରେ ନ ଥାଇ ମଧ୍ୟ ଦେଖିବାକୁ ଆସିଥିଲେ କାହିଁକି ନା ସେମାନେ ତାକୁ ନିଜ ସମ୍ପର୍କୀୟଙ୍କ ଠାରୁ ଅଧିକ Care ନେଉଥିଲେ। ଏହି ଘଟଣା କୁ ଆମେ ଭୁଲିପାରିବୁ ନାହିଁ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନଙ୍କ ଆନ୍ତରିକ ମାନବିକତାର ପରିଚୟ ପ୍ରଦାନ କରୁଛି। ମୁଁ ଆଶା କରୁଛି ଯେ ସେମାନେ ଅନ୍ୟ ରୋଗୀଙ୍କୁ ମଧ୍ୟ ନିଜ ମନେ କରି Care ନିଅନ୍ତୁ। ଭଗବାନ ଙ୍କ ଠାରେ ପ୍ରାର୍ଥନା କରୁଛୁ ଯେ ସେମାନଙ୍କ ଚଲା ପଥରେ ପୁଷ୍ପ ବୃଷ୍ଟି କରାନ୍ତୁ।
ଧନ୍ୟବାଦ
SICU Nursing Staff Burla.

Comments
Post a Comment