SICU Burla

 ମୋୖସୁମୀ ସାହୁ (ଦୀପାଳୀ) ଚିକିତ୍ସା ସମୟ ଘଟିଥିବା କିଛି ଅଭୁଲା ଅତୀତ

୨୦୨୧ ମସିହା ଜୁନ ମାସ ୨୪ ତାରିଖ ଗୁରୁବାର ଜେଷ୍ଠ୍ୟ ପୂର୍ଣ୍ଣିମା ଦିନ ସକାଳେ ବୁର୍ଲା ଘରୋଇ ଚିକିତ୍ସାଳୟ ସମଲେଶ୍ଵରୀ ନର୍ସିଂ ହୋମ୍

ICU Dr Vimal ଆସି ମୋୖସୁମୀ ର ଅକ୍ସିଜେନ୍ ଯୋଡ଼ିବା ପାଇଁ ଭେନ୍ଟିଲେଟର୍ କୁ ଅଲଗା କରିଥିଲେ ଯାହା କରିବା ନଥିଲା। ଏହା କରିବା ପୂର୍ବରୁ ଚେଷ୍ଟ ଏକ୍ସରେ, ବ୍ଲଡ଼ ଟେଷ୍ଟ, ଅନ୍ୟାନ୍ୟ ସବୁ କିଛି ପରୀକ୍ଷା ନୀରୀକ୍ଷା ପରେ କରିବା ପାଇଁ ଆମେ ୨୩ ତାରିଖ ରାତି ରେ ଏସିଶ୍ଟାନ୍ଡ ପ୍ରୋଫେସର (ଭବାନୀ ସାର୍) ଙ୍କୁ ବିନମ୍ର ପୂର୍ବକ କହିବା ସତ୍ୱେ ମଧ୍ୟ ଅକ୍ସିଜେନ୍ ଯୋଡ଼ିବା କାର୍ଯ୍ୟ କରାଯାଇଥିଲା ଏହାର

କିଛି ସମୟ (୨ଘନ୍ଟା) ମଧ୍ୟରେ ତାହାର ସ୍ଥିତି ଗମ୍ଭୀର ହେବାକୁ ଲାଗିଲା। ଅକ୍ସିଜେନ୍ କୁ ଅଲଗା କରି ପୁଣି ଭେନ୍ଟିଲେଟର୍ ଯୋଡ଼ା ଯାଇଥିଲା ଏବଂ ତାହାର ଅକ୍ସିଜେନ୍ ଲେବଲ୍ ଠିକ୍ ଆସିନଥିଲା । ସନ୍ଧ୍ୟା ୫ଟା ସମୟରେ ପ୍ରୋଫେସର (ସୁଦର୍ଶନ ପୋଥାଲ ସାର୍) ଆସି ଏନ୍ଡୋସ୍କୋପି ମାଧ୍ୟମରେ ତା'ର ବାମ ପାର୍ଶ୍ଵ ଲଙ୍ଗସ୍ ରୁ କଫ ସଫା କରିବା ପରେ ଅକ୍ସିଜେନ୍ ଲେବଲ୍ ଠିକ୍ ଆସିଥିଲା। କିନ୍ତୁ ଏହି ସମୟ ରେ ତା ଜୀବନ ସବୁଠାରୁ ଅଧିକ କଷ୍ଟ ପାଇଥିଲା ଏବଂ ଜୀବନର ଶେଷ ମୁହୁର୍ତ ପର୍ଯ୍ୟନ୍ତ ଚେତା ପାଇ ପାରିନଥିଲା। ଏହି ମୁହୁର୍ତ  ହେଉଛି ଆମ ପରିବାରର ସବୁଠାରୁ କଷ୍ଟ ଦାୟକ ଅଶୁଭ ସମୟ । ଏହା ଉପରେ ଯଦି କାହାକୁ ଦାୟୀ କରାଯିବ ସେ ହେଉଛି SICU Dr Vimal 

ଏହାକୁ ଆମ ପରିବାର କେବେ କ୍ଷମା କରିବ ନାହିଁ। Mousumi Sahu (Dipali) Some unforgettable past where treatment took place


 Burles Private Hospital Samaleswari Nursing Home on Thursday morning, June 24, 2021, on the morning of the full moon day.


 ICU Dr Vimal came and disconnected the ventilator to add seasonal oxygen which was not what he was doing. Before doing so, we were told to do an X-ray, a blood test, and everything else after a thorough examination.


 Within a short time (2 hours), his condition worsened. The oxygen was disconnected and the ventilator was reassembled, and its oxygen label was incorrect. The oxygen label was fine after the professor (Sudarshan Pothal Sir) came in at 5pm and cleared the cough from his left side lungs through an endoscope. At this point, however, her life was the most difficult and she could not regain consciousness until the last moment of her life. This is one of the most difficult times for our family. Whoever is to blame for this is SICU Dr Vimal


 Our family will never forgive it.

Comments

Popular posts from this blog