VIMSAR
ମୋୖସୁମୀ ସାହୁ (ଦୀପାଳୀ) ର
#Burla #VIMSAR ଜୁନ ୦୮ ତାରିଖ ରୁ ଜୁନ ୧୯ ତାରିଖ ପର୍ଯ୍ୟନ୍ତ ୧୨ ଦିନର ଚିକିତ୍ସା ଏବଂ #Burla#Samaleswari_Nursging_Home ICU ରେ ଜୁନ ୧୯ ତାରିଖ ରୁ ଜୁଲାଇ ୦୩ ତାରିଖ ପର୍ଯ୍ୟନ୍ତ ୧୪ ଦିନ ର ଚିକିତ୍ସା ସତ୍ୱେ ମୋ ବଡ଼ ଭାଇଙ୍କ ୧୮ ବର୍ଷ ବୟସ୍କ ଝିଅ ତଥା ମୋ ଝିଆରୀ "ମ୍ୟୈସୁମୀ ସାହୁଙ୍କ" ଗତ ୦୩/୦୭/୨୧ ଶନିବାର ଦିନ ସକାଳ ୧୦.୧୫ ମିନିଟ୍ ରେ ଦେହାବସାନ ହେଲା। ଭଗବାନ ତା ଅମର ଆତ୍ମାକୁ ସତଗଚି ପ୍ରାପ୍ତି ସହ ନିଜ ଚରଣ ରେ ସ୍ଥାନ ଦିଅନ୍ତୁ।
ଓମ୍ ଶାନ୍ତି
Comments
Post a Comment