Mousumi
ମୋୖସୁମୀ
ଏବେ ମଧ୍ୟ ତୋର କୁନି ଭଉଣୀ "ଗୁଡ଼୍ଡି " ଦୀପାଳୀ ନାନୀ ଭଲ ହୋଇ କେବେ ଆସିବ ବୋଲି ପଚାରୁଛି।ତା'ର ସେହି ପଚାରିଥିବା ପ୍ରଶ୍ନ ର ଉତ୍ତର ଦେବାକୁ ଆମେ ଅକ୍ଷମ ।
ଆସିବ ଆସିବ ବୋଲି କହି ତାକୁ ସାନ୍ତ୍ୱନା ଦେଉଛୁ। ତାକୁ ଜଣାନାହିଁ ତୁ ଆଉ ଫେରିବୁ ନାହିଁ ବୋଲି।

Comments
Post a Comment