Mousumi

 ମୋର ଜଣେ ବନ୍ଧୁ କୋରୋନା ମହାମାରୀ ସମୟରେ ମୋତେ ଗୋଟିଏ କଥା କହିଥିଲା। ସେ କଥା ଟି ହେଲା 2020 ଠାରୁ 2021 ଅତ୍ୟନ୍ତ କଠିନ ପରିସ୍ଥିତି ସୃଷ୍ଟି କରିବ। ଆଜି ସେ କହିଥିବା କଥା କୁ ମନେପକାଇ ଦୁଃଖ ଲାଗୁଛି। କାରଣ ସେହି ପରିସ୍ଥିତି ପାଇଁ ଆମେ ଆମ ମୋୖସୁମୀ କୁ ହରାଇଲୁ। ସେ ଆମ ଗହଣରେ ନାହିଁ କିନ୍ତୁ ସବୁ ଦିନ ପାଇଁ ସ୍ମୃତି ହୋଇ ରହିବ। 


One of my friends, Corona, told me something during the epidemic. "From 2020 to 2021, it will be very difficult. I'm sorry to hear that. Because of that we lost our Mousumi . He is not in our company but will be remembered forever.

 

Comments

Popular posts from this blog