VIMSAR
#VIMSAR Burla Medical ରୋଗୀଙ୍କ ଚିକିତ୍ସା ର ମାନ ଅତ୍ୟନ୍ତ ଦୟନୀୟ ଅଟେ ଏହାର ମୂଖ୍ୟ କାରଣ MBBS ଛାତ୍ର ରୋଗୀଙ୍କୁ ନିରିକ୍ଷଣ କଲାପରେ House Surgeon ଙ୍କୁ ରିପୋର୍ଟ ଦେବେ
House Surgeon Professor ଙ୍କୁ ରିପୋର୍ଟ ଦେବେ
Professor ନିଜର ହାତ ବାନ୍ଧି ଶୁଣିବେ ଓ 6 ଫୁଟ ଦୂର ରହି ରୋଗୀଙ୍କ ଚିକିତ୍ସା କରିବେ
ରୋଗୀ ଅବସ୍ଥା ଯାହା ହୋଇଯାଉ
କାହିଁକି ନା ତାଙ୍କୁ ମହାମାରୀ ର ଭୟ ଅଛି କିନ୍ତୁ ଆମେ ଯଦି Parsonal ତାଙ୍କ ପାଖକୁ ଯିବା ଆମଠାରୁ ଟଙ୍କା ନେଇ ପାଖରେ ବସେଇ ଚିକିତ୍ସା କରିବେ। ଏହି ସମୟରେ ମହାମାରୀ ର ଭୟ ନଥାଏ।
#VIMSAR Burla Medical The standard of care for patients is very pathetic because the main reason is that MBBS will report to the House Surgeon after monitoring the student patients.
Will report to the House Surgeon Professor
The professor will listen with his hands tied and treat the patient 6 feet away
Whatever the patient's condition
For some reason he is afraid of the plague but if we go to him Parsonal will take the money from us and sit next to him and treat him. There is no fear of an epidemic at this time.
Comments
Post a Comment