VIMSAR
ମୋୖସୁମୀ ସାହୁ ଦୀପାଳୀ ର Burla ସ୍ଥିତ #VIMSAR ଚିକିତ୍ସାଳୟରେ ଜୁନ ମାସ 8 ତାରିଖରେ ଅଚେତ ଅବସ୍ଥାରେ ଭର୍ତ୍ତି କରାଯାଇଥିଲା ଏବଂ 10 ତାରିଖ 3.30pm ରେ ଚେତନା ଫେରି ପାଇଥିଲା। ପରେ ତାକୁ ଖାଇବାକୁ ଦେବା କହିଥିଲେ ଓ ଖାଇବାକୁ ଦିଆଯାଇଥିଲା ପରେ ପରେ ହଠାତ୍ 18 ତାରିଖ ସନ୍ଧ୍ୟା 6.30pm ରେ ଜ୍ୱର ହୋଇଥିଲା ସେ ସମୟରେ Emergency Doctor ଙ୍କୁ ଡାକିବାରୁ ତାଙ୍କ ଆସିବା କେତେ ତତ୍ପର ଥିଲା ଯେ ଆସିଲା ବେଳକୁ ରାତ୍ର 9.30pm ହୋଇସାରିଥିଲା ତାକୁ ଦେଖିଲା ପରେ ଜ୍ୱର ପାଇଁ Injection ଲେଖିଲେ ଏହାକୁ ଆଣି ସାରିଲା ପରେ ଦିଦିଙ୍କୁ ଡାକି Injection ଦେବା ପାଇଁ ଆଉ ଦୁଇ ଘଣ୍ଟା ତଥା 11.30pm ହୋଇଥିଲା ଦିଦି ଆସିଲା ବେଳକୁ ତା ଦେହର ଜ୍ୱର କମ୍ ହୋଇଯାଇଥିଲା ଏବଂ ସେ ଚେତା ଶୂନ୍ୟ ହୋଇ ଜାଣିଥିଲା। ପର ଦିନ ସକାଳ 9.30am ରେ Asst Professor ଆସି ଦେଖିଲେ ଓ ICU କୁ Refer କରିଥିଲେ। Burla ସ୍ଥିତ #VIMSAR ରେ ICU Bed ନ ମିଳିବାରୁ Sameleswari Nursing Home Burla ଠାରେ ଭର୍ତି କରିବାକୁ ପଡ଼ିଥିଲା। ଏହା ହେଉଛି Burla ସ୍ଥିତ #VIMSAR ର ଚିକିତ୍ସା ପ୍ରଣାଳୀ। ଏହି ପ୍ରଣାଳୀ ରେ ରୋଗୀଙ୍କ ଜୀବନ ବଞ୍ଚାଇବା କେତେ ଦୂର ସମ୍ଭବ ହୋଇପାରିବ ଓ କ'ଣ ଆଶା କରାଯାଇପାରିବ।
🙏🙏🙏💐🙏🙏🙏
ReplyDelete