16943 01.11.2021 "Everyone has a dream, But the truth is, When dreams are shattered, That's when reality comes into play !! " "ସମସ୍ତଙ୍କର କିଛି ନା କିଛି ସ୍ବପ୍ନ ଥାଏ , କିନ୍ତୁ ପ୍ରକୃତ ସତ୍ୟ ଏହା ଯେ , ଯେତେବେଳେ ସ୍ବପ୍ନ ଭାଙ୍ଗିଯାଏ, ସେତେବେଳେ ବାସ୍ତବତା ସହ ପରିଚୟ ହୁଏ !!"
Posts
Showing posts from October, 2021
- Get link
- X
- Other Apps
16942 31.10.21 जीवन शतरंज के खेल की तरह है और यह खेल आप ईश्वर के साथ खेल रहे हैं। आपकी हर चाल के बाद, अगली चाल वो चलता है। आपकी चाल आपकी “पसंद” कहलाती है और उसकी चाल “परिणाम” life is like a game of chess and You are playing this game with God. After your every move, He makes the next move. Your move is called your "choice" And His mo ve "results"
- Get link
- X
- Other Apps
16941 30.10.21 Man breaks his long-standing relationship with anger, pride or admonition in life..they feel that relationship is inevitable but he doesn’t know that he will be there and you will be but there will be no more precious relationships..therefore the relationship is at the forefront because there is no relationship Not even. * ମଣିଷ ଜୀବନରେ ରାଗ, ଅଭିମାନ କିମ୍ବା ପର ଉପଦେଶରେ ପଡି ନିଜର ବହୁତ ଦିନର ସମ୍ପର୍କକୁ ଭାଙ୍ଗିଦେଇଥାଏ..ତାକୁ ସେ ସମ୍ପର୍କ ଅନାବଶ୍ଯକ ଲାଗେ କିନ୍ତୁ ସେ ଜାଣିପାରେନି ଯେ ସେ ଲୋକ ଥିବ ଆଉ ଆପଣ ବି ଥିବେ କିନ୍ତୁ ଅମୂଲ୍ୟ ସମ୍ପର୍କ ଆଉ ନଥିବ..ସେଥିପାଇଁ ତ ସବୁଠୁ ଆଗରେ ରହିଥାଏ ସମ୍ପର୍କ କାରଣ ସମ୍ପର୍କ ନାହିଁ ତ ଜୀବନ ବି ନାହିଁ।*
- Get link
- X
- Other Apps
16937 26.10.21 Tuesday 11.17 Am * Water cooling? Just as a person does not depend on the beauty of a vessel, so his intellect and conscience do not depend on his beauty. * *ଜଳର ଶୀତଳତା ? ପାତ୍ରର ସୁନ୍ଦରତା ଉପରେ ନିର୍ଭର କରେ ନାହିଁ ଠିକ୍ ସେହିପରି କୌଣସି ବ୍ୟକ୍ତିର ବୁଦ୍ଧି-ଜ୍ଞାନ-ବିବେକ ତାର ସୌନ୍ଦର୍ଯ୍ୟ ଉପରେ ଜମାରୁ ନିର୍ଭର କରେ ନାହିଁ ।*