16971
29.11.21
Monday
God repeatedly creates beings who are subject to nature, those who are not subject to nature are not created, he is indifferent to the things that are considered human beings, he is indifferent to the things that are, but the origin, state and catastrophe of the world. She has no other special identity.
ଯେଉଁ ମାନେ ପ୍ରକୃତିର ବଶୀଭୂତ, ସେହି ପ୍ରାଣୀ ମାନଙ୍କୁ ଭଗବାନ ବାରମ୍ବାର ସର୍ଜନା କରନ୍ତି, ଯେଉଁ ମାନେ ପ୍ରକୃତିର ବଶୀଭୂତ ନୁହଁନ୍ତି, ସେମାନେ ସୃଷ୍ଟି ହୁଅନ୍ତି ନାହିଁ, ଯେଉଁ ବସ୍ତୁର ସତ୍ତାକୁ ମନୁଷ୍ଯ ମାନି ଥାଏ, ସେ ବସ୍ତୁ ପ୍ରତି ସେ ଉଦାସୀନ ହୁଏ, କିନ୍ତୁ ଯେଉଁ ସଂସାରର ଉତ୍ପତ୍ତି, ସ୍ଥିତି ଓ ପ୍ରଳୟ ହେଉଛି, ଭଗବାନଙ୍କ ଛଡା ତା' ର ଅନ୍ୟ କୌଣସି ସ୍ବତନ୍ତ୍ର ସତ୍ତା ନାହିଁ।
Comments
Post a Comment