16961
18.11.21
KARTHIK PURNIMA
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୂର୍ବବର୍ଷ ପରି ଏହି ବର୍ଷ ମଧ୍ୟ ଅସହାୟ ବୃଦ୍ଧ,ବୃଦ୍ଧାଙ୍କୁ କମ୍ବଳ,ଚାଦର ବଣ୍ଟନ କରାଗଲା । ଏହି ସେବା କାର୍ଯ୍ୟକ୍ରମ ପାଇଁ ଅନେକ ଭଦ୍ରବ୍ୟକ୍ତି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ପୂର୍ଣ୍ଣ ସହଯୋଗ କରିଥିବାରୁ ଆପଣଙ୍କୁ
ଆନ୍ତରିକ ଧନ୍ୟବାଦ।
कार्तिक पूर्णिमा
पिछले वर्षों की भांति इस वर्ष भी कार्तिक पूर्णिमा के अवसर पर असहाय, वृद्धजनों को कंबल एवं चादर का वितरण किया गया। कई सज्जनों ने इस सेवा कार्यक्रम के लिए वित्तीय सहायता के साथ-साथ सभी को पूर्ण सहयोग प्रदान किया है
आपक सभी को बहुत बहुत धन्यवाद।
🙏🌹🙏🌹🙏🌹🙏
Comments
Post a Comment