17035 01.2.2022 . *🌻☘️🌹" ଜୀବନ ଦର୍ଶନ "🌹☘️🌻* *ତାରିଖ : ୦୧.୦୨.୨୦୨୨,ମଙ୍ଗଳବାର* *❀꧁❀꧂❀꧁❀꧂❀꧁❀꧂❀* *______________________________________* 🌻☘️🌸🌼🌼🙏🌼🌼🌸☘️🌻 *🌹"ଯେଉଁଠି ଆତ୍ମୀୟତା ଓ ପ୍ରୀତି ଥାଏ, ସେଠାରେ ମନ ଲାଗେ, ଭଗବାନଙ୍କ ଅଖଣ୍ଡ ସମ୍ବନ୍ଧକୁ ତୁମେ ଭୁଲି ପାର, କିନ୍ତୁ ଭଗବାନ କେବେ ଭୁଲନ୍ତି ନାହିଁ, ତେଣୁ ତୁମେ ମାନେ ସର୍ବଥା ଭଗବାନଙ୍କର ଚରଣାଶ୍ରିତ ହୋଇ ଯାଅ, ପରମ ଶାନ୍ତି ମିଳିବ।"🌹* *🌹ଶୁଭ ସକାଳ🌹* *🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹* ➖➖➖➖➖➖➖➖➖➖➖
Posts
Showing posts from January, 2022
- Get link
- X
- Other Apps
17031 28.01.22 Friday *जब मनुष्य जन्म लेता है तो उसके पास सांसे तो होती हैं पर कोई नाम नहीं होता और जब मनुष्य की मृत्यु होती है तो उसके पास नाम तो होता है पर सांसे नहीं होती।* *इसी सांसोंऔर नाम के बीच की यात्रा को "जीवन" कहते हैं।* *न किसी के अभाव में जियो,* *न किसी के प्रभाव में जियो। यह जिंदगी है आपकी, अपने स्वभाव में जियो।* 🌹🌹🌹🌹🌹🌹🌹🌹🌹🌹
- Get link
- X
- Other Apps
17023 20.01.22 Thursday Religion and action are two different ways of human life, but one who can pave the way for religion within one's own actions is truly the right path to life's journey. * *ଧର୍ମ ଏବଂ କର୍ମ ମଣିଷ ଜୀବନର ଦୁଇଟି ଅଲଗା ଅଲଗା ରାସ୍ତା, କିନ୍ତୁ ଯେଉଁ ବ୍ୟକ୍ତି ନିଜ କର୍ମ ଭିତରେ ଧର୍ମ ର ମାର୍ଗ ଖୋଲି ପାରନ୍ତି, ସେହି ବ୍ୟକ୍ତି ପ୍ରକୃତ ରେ ଜୀବନ ଯାତ୍ରା ର ଉଚିତ ପଥିକ ଅଟନ୍ତି ।*
- Get link
- X
- Other Apps
17018 15.01.22 Saturday ଗ୍ରାମ ବାଳକାଟୀ ରାଜ୍ୟ ଓଡ଼ିଶା ଶ୍ରୀ ଯୁକ୍ତ ସୁରେଶ ମହାରଣା କଂସାରୀ କୂଳରେ ଜନ୍ମ ଗ୍ରହଣ କରିଥିବା ଜଣେ ନିପୁଣ କାରିଗର ଏହା ସହିତ ହସ୍ତ ଚିତ୍ରକଳା ରେ ସୁନାମ ଅର୍ଜୀତ। କଂସା, ପିତ୍ତଳ ଧାତୁ ଦ୍ୱାରା ନିର୍ମିତ ହେଉଥିବା କଂସା ବାସନ ସାମଗ୍ରୀ ଗୁଡିକୁ ଏପରି ରୂପ ଦେଇଥାନ୍ତି ଯାହାକୁ ଆମେ କଳ୍ପନା କରିବା କଷ୍ଟକର। ଆପଣଙ୍କ ଜନ୍ମଦାତା ଙ୍କୁ ମୋର ପ୍ରଣାମ ଯିଏକି ଆପଣଙ୍କ ପରି ଜଣେ ବ୍ୟକ୍ତି ଙ୍କୁ ଜନ୍ମ ଦେଇ କଂସାରୀ କୂଳକୁ ଗୈାରବ ପ୍ରଦାନ କରିଛନ୍ତି। ଆପଣଙ୍କ ଦ୍ୱାରା କରାଯାଇଥିବା ଏହି କାରୁକାର୍ଯ୍ୟ କୁ ନେଇ ଆମେ ଗର୍ବ ଅନୁଭବ କରୁ। ଏହାର ପ୍ରଚାର ଓ ପ୍ରସାର ନିମନ୍ତେ ଏହିପରି କାର୍ଯ୍ୟ ଗୁଡ଼ିକୁ ପୁରସ୍କୃତ କରିବା ପାଇଁ ଜାତୀୟ ସ୍ତରରେ ନିଶ୍ଚିତ ଭାବରେ ଆମେ ଚେଷ୍ଟା କରିବୁ ଯଦ୍ୱାରା ସମାଜର ଉନ୍ନତି ହୋଇପାରିବ। ତୃଟି ପରିଲକ୍ଷିତ ହୁଏ ତାହେଲେ କ୍ଷମା କରିବେ। ନମସ୍କାର କିଶୋର କୁମାର ସାହୁ କଟାପାଲି
- Get link
- X
- Other Apps
17015 12.01.22 Wednesday * Never do anything in your life that you will later regret or humiliate. It is always up to you to protect your dignity. * *ଜୀବନରେ କେବେବି ଏମିତି କୌଣସି କାମ କରନ୍ତୁ ନାହିଁ, ଯାହାଦ୍ବାରା କି ପରବର୍ତ୍ତୀ ସମୟରେ ଆପଣଙ୍କୁ ଅନୁତାପ କରିବାକୁ ହେବ ଅଥବା ଅପମାନିତ ହେବାକୁ ପଡିବ । ସର୍ବଦା ନିଜ ସମ୍ମାନ ରକ୍ଷା କରିବା ଦାୟିତ୍ବ ନିଜରହିଁ ହୋଇଥାଏ ।*
- Get link
- X
- Other Apps
17009 06.01.2022 Thursday *गुरु ग्रंथ साहब में अरदास में एक लाइन आती है कि* *हे ईश्वर मुझे सारे दिन उन्ही* *लोगो से मिलाना जिनके* *मिलने से तेरा नाम याद आवे ।* *""सेई प्यारे मेल ,जिनां मिलियां तेरा नाम चित आवे ।""* *अगर आपको दिन में कोई* *ऐसा इंसान मिल जाये जो* *आपको प्रभु की याद दिला दे* *तो समझ लेना कि आज* *आपका दिन श्रेष्ठ ही नहीं सर्वश्रेष्ठ है !!* Kishor Kumar Sahu