17041

10.02.22

Thursday

*🌹"ରୋଗୀର ଯେପରି ବୈଦ୍ଯ ସହିତ ସମ୍ବନ୍ଧ ହୋଇ ଯାଏ, ସେହିପରି ନିଜର ନିର୍ବଳତା ଓ ଭଗବାନଙ୍କ ସର୍ବ ସମର୍ଥତା ପ୍ରତି ବିଶ୍ବାସ ହୋଇ ଗଲେ ମନୁଷ୍ଯର ଭଗବାନଙ୍କ ସହିତ ସମ୍ବନ୍ଧ ହୋଇ ଯାଏ, ତାତ୍ପର୍ଯ୍ୟ ହେଲା, ମନୁଷ୍ଯ ଯେତେ ବେଳେ ସଂସାରର ଦୁଃଖରେ ବିଚଳିତ ହୋଇ ପଡେ ଏବଂ ସେହି ଦୁଃଖ ଦୂର କରିବା ପାଇଁ ନିଜକୁ ଦୁର୍ବଳ ମନେ କରେ ତଥା ତା' ର ବିଶ୍ବାସ ହୋଇ ଯାଏ ଯେ ସର୍ବ ସମର୍ଥ ଭଗବାନଙ୍କ କୃପା ଶକ୍ତି ଦ୍ବାରା ତା' ର ଦୁର୍ବଳତା ଦୂର ହୋଇ ପାରିବ ଓ ସେ ସଂସାରର ଦୁଃଖରୁ ରକ୍ଷା ପାଇ ପାରିବ, ସେତେବେଳେ ସେ ତତ୍କାଳ ଭକ୍ତ ହୋଇ ଯାଏ, କ୍ଷୁଧାର୍ତ୍ତକୁ ଖାଦ୍ୟ ମିଳିଗଲେ ଭୋଜନ କରିବାକୁ ସେ କ'ଣ  ବିଳମ୍ବ କରିବ ?"🌹*


Comments

Popular posts from this blog