ଲେଖକ/କବି:- ଦିନେଶ ଭୋଇ ଠିକଣା:- କଟାପାଲି, ଜିଲ୍ଲା- ବରଗଡ଼, ପିନ- 768038 ମୋ.ନଂ- 9348863392 ଛାପାଖାନା:- ହୋମ୍ ଟେକ୍ ସଲ୍ୟୁସନ୍, ବରଗଡ଼ ମୋ.ନଂ- 7790012173 ମାଁ ଦଶମତୀ ପୁରାଣ ପ୍ରକାଶକ:- ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ବରଗଡ଼ ବହିର ଦାମ୍ : 20.00 ଟଙ୍କା _____________________________________ ମୁଖବନ୍ଧ ଦିନେଶ ଭୋଇ - ଐତିହ୍ୟ, କଳା ଖଚିତ କଟାପାଲି ଗାଁ ର ଅଧିଷ୍ଠାତ୍ରୀ ଦେବୀ ମାଁ "ଦଶମତୀ" ଦେବୀ ଙ୍କ ପ୍ରେରଣାର ଉତ୍ସ ସାଜିଅଛି ଏ "ଦଶମତୀ ପୁରାଣ" ପୁସ୍ତିକାଟି। ମାଁ "ଦଶମତୀ" ଦେବୀଙ୍କ ଜନ୍ନଶ୍ରୃତି ରେ ଥିବା ରହସ୍ୟ ତଥା ବାସ୍ତବତା କୁ ନେଇ ଛନ୍ଦ ଆବଦ୍ଧ କରି ଦେବୀ ଙ୍କ ଲୀଳା ବର୍ଣନା ଖୁବ୍ ଆକର୍ଷଣୀୟ ହୋଇପାରିଛି।