17083 
23.03.22 Wednesday
 
The KRIAA Foundation, Bhubaneswar has organized a cancer awareness camp on the occasion of the inauguration ceremony of Sri Sri Durga Devi and Dashmati Devi temples. A heartfelt thank you to all the Mamber's of the Durga and Dashmati Mandir Management Committee (Katapali) for their support of the program.

#cancerawareness

#cancer

ଶ୍ରୀ ଶ୍ରୀ ଦୂର୍ଗା ଦେବୀ ଓ ଦଶମତୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ କ୍ରିୟା ଫାଉଣ୍ଡେସନ, ଭୁବନେଶ୍ୱର ତରଫରୁ କର୍କଟ ରୋଗ ସମ୍ବନ୍ଧିୟ ସଚେତନତା ଶିବିର ଆୟୋଜନ କରାଯାଇଅଛି। ଏହି କାର୍ଯ୍ୟକ୍ରମ କୁ ସହାୟତା ପ୍ରଦାନ କରିଥିବାରୁ ଦୂର୍ଗା ଓ ଦଶମତୀ ମନ୍ଦିର ପରିଚାଳନା କମିଟି,(କଟାପାଲି) ର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଆନ୍ତରିକ ଧନ୍ୟବାଦ ।

Comments

Popular posts from this blog