ମାଁ ଦଶମତୀ ପୁରାଣ

 ଲେଖକ/କବି:- ଦିନେଶ ଭୋଇ 

ଠିକଣା:- କଟାପାଲି, ଜିଲ୍ଲା- ବରଗଡ଼, ପିନ- 768038 ମୋ.ନଂ- 9348863392 

ଛାପାଖାନା:- ହୋମ୍ ଟେକ୍ ସଲ୍ୟୁସନ୍, ବରଗଡ଼ ମୋ.ନଂ- 7790012173 

ମାଁ ଦଶମତୀ ପୁରାଣ

ପ୍ରକାଶକ:- ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ବରଗଡ଼ 

ବହିର ଦାମ୍ : 20.00 ଟଙ୍କା 

_____________________________________

ମୁଖବନ୍ଧ 

ଦିନେଶ ଭୋଇ - 

ଐତିହ୍ୟ, କଳା ଖଚିତ କଟାପାଲି ଗାଁ ର ଅଧିଷ୍ଠାତ୍ରୀ ଦେବୀ ମାଁ "ଦଶମତୀ" ଦେବୀ ଙ୍କ ପ୍ରେରଣାର ଉତ୍ସ ସାଜିଅଛି ଏ "ଦଶମତୀ ପୁରାଣ" ପୁସ୍ତିକାଟି। ମାଁ "ଦଶମତୀ" ଦେବୀଙ୍କ ଜନ୍ନଶ୍ରୃତି ରେ ଥିବା ରହସ୍ୟ ତଥା ବାସ୍ତବତା କୁ ନେଇ ଛନ୍ଦ ଆବଦ୍ଧ କରି ଦେବୀ ଙ୍କ ଲୀଳା ବର୍ଣନା ଖୁବ୍ ଆକର୍ଷଣୀୟ ହୋଇପାରିଛି। 


Comments

Post a Comment

Popular posts from this blog