17102
11.04.22
Monday
Cancer Awareness programs are our main goal
ଗତ ତା10.04.22 ରିଖ ରେ ବରଗଡ଼ ଜିଲ୍ଲା ଧମନାମୁଣ୍ଡା ଗ୍ରାମରେ ନବନିର୍ମିତ ଶିବ ମନ୍ଦିର ଓ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ କ୍ରିୟା ଫାଉଣ୍ଡେସନ,ଭୁବନେଶ୍ୱର ତରଫରୁ କର୍କଟ ରୋଗ ସମ୍ବନ୍ଧିୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ଶତାଧିକ ବ୍ୟକ୍ତିଙ୍କୁ କର୍କଟ ରୋଗ ସମ୍ବନ୍ଧିୟ ସଚେତନତା ସୃଷ୍ଟି କରିବା ପାଇଁ ସହାୟତା ପ୍ରଦାନ କରିଥିଲୁ । KRIAA Foundation, Bargarh_Team ର ସହଯୋଗୀ ବନ୍ଧୁ ଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିବା ସହିତ ବରଗଡ଼ ଜିଲ୍ଲା ରେ ସ୍ୱ-ଇଚ୍ଛା ରେ ସେବାକାର୍ଯ୍ୟ ପାଇଁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତିଙ୍କୁ ଆମ ସହିତ ଯୋଗାଯୋଗ କରିବାକୁ ବିନମ୍ର ନିବେଦନ ଯଦ୍ୱାରା ଏହି କାର୍ଯ୍ୟକ୍ରମ କୁ ଗ୍ରାମାଞ୍ଚଳରେ ପହଞ୍ଚାଇବାକୁ ସହାୟତା ପ୍ରଦାନ କରାଯାଇପାରିବ।
ଧନ୍ୟବାଦ।
#cancerawarness

































Comments
Post a Comment