17108
17.04.22
Sunday
#ଲକ୍ଷ୍ୟ_ଏକ_ପଦକ୍ଷେପ_ଅନେକ
ଗତ ତା16.04.22.ଶନିବାର ଦିନ ବରଗଡ଼ ଜିଲ୍ଲା ଚକରକେନ୍ଦ ନିକଟସ୍ଥ ଝାଁକରପାଲି ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ KRIAA FOUNDATION, ଭୁବନେଶ୍ୱର ତରଫରୁ କର୍କଟ ରୋଗ ସମ୍ବନ୍ଧିୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
KRIAA Foundation #bargarh_team ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ ରେ ସହଯୋଗୀ ବନ୍ଧୁଙ୍କୁ ଆନ୍ତରିକ ଧନ୍ୟବାଦ।
@KRIAAFOUNDATION
#Bargarh_Team
#Cancer_Awareness
#cancercare
#
careers

























Comments
Post a Comment