17155

03.06.22

Friday


ତରଫରୁ ବରଗଡ ଜିଲ୍ଲା କଟାପାଲି ଗ୍ରାମରେ "ତମାଖୁ ବର୍ଜ୍ଜନ ଦିବସ" ପାଳନ କରାଯାଇଥିଲା। ଏହି ଅବସର ରେ

KRIAA Foundation, Team_Bargarh ର ସକ୍ରିୟ

ସଦସ୍ୟ ଅମୂଲ୍ୟ ବାବୁ, ନରେନ୍ଦ୍ର ବାବୁ, ଅଗସ୍ତି ବାବୁ, ଆନନ୍ଦ ବାବୁ, କିରଣ ବାବୁ, ସଶାଙ୍କ ଓ ଅଶୋକ ଙ୍କ ସହଯୋଗରେ ତମାଖୁ ବର୍ଜ୍ଜନ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ସୃଷ୍ଟି କରିବା ପାଇଁ ସହାୟତା ପ୍ରଦାନ କରିଥିବାରୁ ସମସ୍ତ ସହଯୋଗୀ ବନ୍ଧୁ ଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି।


Kishor Kumar Sahu

KRIAA Foundation,

Team_Bargarh





























Comments

Popular posts from this blog