ଅଦୃଶ୍ୟ ଧୋକା


Sometimes we don't know what conspiracies are hatched behind our backs. Once it is known, it becomes a kind of problem.
 The plot was drawn up with me six to seven months in advance. Which is a problem for me
 But I believe that this problem will be solved after a few days.
 I believe it will be solved tomorrow if not today.
The labor of seven long years will not go to waste.
 If not today, then tomorrow the result will be known for sure.
 Thank you

ବେଳେ ବେଳେ ଆମ ନିଜ ପଛରେ ନିଜ ବିଶ୍ୱାସି କର୍ମ ସହଯୋଗୀ କେଉଁ ସବୁ ଷଡଯନ୍ତ୍ର ରଚନା କରାଯାଇଥାଏ ତାହା ଆମକୁ ଜଣା ପଡିନଥାଏ। ଜଣାପଡ଼ିଲା ପରେ ତାହା ଏକପ୍ରକାର ସମସ୍ୟା ରେ ପରିଣତ ହୁଏ ।
ଏହି ଷଡଯନ୍ତ୍ର ମୋ ସହିତ ଦିର୍ଘ ଛଅ ରୁ ସାତ ମାସ ଆଗରୁ ରଚନା କରାଯାଇଥିଲା। ଯାହା  ମୋ ପାଇଁ ଏକ ସମସ୍ୟା ଦେଖାଦେଇଛି
 କିନ୍ତୁ ଏହି ସମସ୍ୟା କିଛି ଦିନ ପରେ ସମାଧାନ ମଧ୍ୟ ହୋଇଯିବ ବୋଲି ବିଶ୍ୱାସ କରୁଛି । 
ଆଜି ନହେଲେ ମଧ୍ୟ କାଲି ଏହାର ସମାଧାନ ନିଶ୍ଚିତ ଏହା ମୋର ବିଶ୍ବାସ।
ଦିର୍ଘ ସାତ ବର୍ଷ ର ପରିଶ୍ରମ ବ୍ୟଥା ଯିବ ନାହିଁ।
ଆଜି ନହେଲେ କାଲି ଏହାର ଫଳାଫଳ ନିଶ୍ଚିତ ମିଳିବ।
ଧନ୍ୟବାଦ

Comments

Popular posts from this blog