16973 01.12.21 Wednesday Today I choose life. Every morning when I wake up I can choose joy, happiness, negativity, pain... To feel the freedom that comes from being able to continue to make mistakes and choices - today I choose to feel life, not to deny my humanity but embrace it. The best preparation for tomorrow is doing your best today.
Posts
Showing posts from November, 2021
- Get link
- X
- Other Apps
16972 30.11.21 Tuesday "In the body-shaped body of the newly created body, subdued by the mind and senses, the mind is consciously abandoning all actions and living happily in its own way without doing or not doing anything !!" "ମନ ଓ ଇନ୍ଦ୍ରିୟମାନଙ୍କୁ ବଶିଭୁତ କରି ଦେହଧାରୀ ନବଦ୍ୱାରବିଶିଷ୍ଟ ଶରୀରରୂପକ ପୁରରେ ମାନସିକ ଭାବରେ ସମସ୍ତ କର୍ମକୁ ବିବେକ ପୂର୍ବକ ତ୍ୟାଗ କରି କିଛି ନକରି ବା କିଛି ନ କରାଇ ସୁଖରେ ନିଜ ସ୍ୱରୂପରେ ସ୍ଥିତ ରହିଥାନ୍ତି !!"
- Get link
- X
- Other Apps
16971 29.11.21 Monday God repeatedly creates beings who are subject to nature, those who are not subject to nature are not created, he is indifferent to the things that are considered human beings, he is indifferent to the things that are, but the origin, state and catastrophe of the world. She has no other special identity. ଯେଉଁ ମାନେ ପ୍ରକୃତିର ବଶୀଭୂତ, ସେହି ପ୍ରାଣୀ ମାନଙ୍କୁ ଭଗବାନ ବାରମ୍ବାର ସର୍ଜନା କରନ୍ତି, ଯେଉଁ ମାନେ ପ୍ରକୃତିର ବଶୀଭୂତ ନୁହଁନ୍ତି, ସେମାନେ ସୃଷ୍ଟି ହୁଅନ୍ତି ନାହିଁ, ଯେଉଁ ବସ୍ତୁର ସତ୍ତାକୁ ମନୁଷ୍ଯ ମାନି ଥାଏ, ସେ ବସ୍ତୁ ପ୍ରତି ସେ ଉଦାସୀନ ହୁଏ, କିନ୍ତୁ ଯେଉଁ ସଂସାରର ଉତ୍ପତ୍ତି, ସ୍ଥିତି ଓ ପ୍ରଳୟ ହେଉଛି, ଭଗବାନଙ୍କ ଛଡା ତା' ର ଅନ୍ୟ କୌଣସି ସ୍ବତନ୍ତ୍ର ସତ୍ତା ନାହିଁ।
- Get link
- X
- Other Apps
16964 22.11.21 Monday ଯିଏ ତାର ସମସ୍ତ କର୍ମ ଭଗବତ୍ ଉଦ୍ଦେଶ୍ୟରେ ସମର୍ପଣ କରିଦିଏ ଓ କର୍ମଫଳ ଉପରେ ଅନାସକ୍ତ ରହେ ସିଏ ଯେତେ କର୍ମ କରିଲେ ବି କର୍ମବନ୍ଧନରୂପକ ପାପରେ ଲିପ୍ତନୁହେଁ ଯେପରି ଜଳ ମଧ୍ୟେ ପଦ୍ମପତ୍ର ଜଳ ¸ସ୍ପର୍ଶ କରେନାହିଁ !! He who surrenders all his deeds to the cause of God and remains attached to the fruits of his deeds, no matter how much he does, does not fall into the sin of bondage so that the lotus leaves do not touch the water in the water !!
- Get link
- X
- Other Apps
16962 20.11.21 Saturday "ଭଲ ସମୟ ସମସ୍ତଙ୍କ ପାଇଁ ଆସେ,ଅପେକ୍ଷା କରିବା ହିଁ ମୂଳ ଚାବିକାଠି ,ଇଶ୍ବରଙ୍କ ଦରବାରରେ କାହା ପାଇଁ ଅନ୍ୟାୟ ହୁଏନାହିଁ ଏହି ମର୍ମକୁ ବୁଝିପାରି ଜୀବନ ପଥରେ ଆଗେଇବା ଉଚିତ !!"* "अच्छे समय सभी का आता है, प्रतीक्षा ही कुंजी है। भगवान के दरबार में किसी के साथ अन्याय नहीं होता। इस रहस्य को समझो और जीवन के साथ आगे बढ़ो !!" *
- Get link
- X
- Other Apps
16961 18.11.21 KARTHIK PURNIMA ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୂର୍ବବର୍ଷ ପରି ଏହି ବର୍ଷ ମଧ୍ୟ ଅସହାୟ ବୃଦ୍ଧ,ବୃଦ୍ଧାଙ୍କୁ କମ୍ବଳ,ଚାଦର ବଣ୍ଟନ କରାଗଲା । ଏହି ସେବା କାର୍ଯ୍ୟକ୍ରମ ପାଇଁ ଅନେକ ଭଦ୍ରବ୍ୟକ୍ତି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ପୂର୍ଣ୍ଣ ସହଯୋଗ କରିଥିବାରୁ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ। 🙏🌹🙏🌹🙏🌹🙏 कार्तिक पूर्णिमा पिछले वर्षों की भांति इस वर्ष भी कार्तिक पूर्णिमा के अवसर पर असहाय, वृद्धजनों को कंबल एवं चादर का वितरण किया गया। कई सज्जनों ने इस सेवा कार्यक्रम के लिए वित्तीय सहायता के साथ-साथ सभी को पूर्ण सहयोग प्रदान किया है आपक सभी को बहुत बहुत धन्यवाद। 🙏🌹🙏🌹🙏🌹🙏