17060 01.03.22 Tuesday * "If there were no tears, the eyes would not look so beautiful. If there were no sorrow, happiness would not have mattered. *"ଲୁହ ନଥିଲେ ଆଖି ଏତେ ସୁନ୍ଦର ଦେଖା ଯାଆନ୍ତା ନି ।ଦୁଃଖ ନଥିଲେ ସୁଖର କିଛି ମହତ୍ଵ ନଥାନ୍ତା ମଣିଷ ଯାହା ଚାହିଁଲେ ଯଦି ତାହା ମିଳିଯାଆନ୍ତା ତା ହେଲେ ଭଗବାନଙ୍କୁ କେହି ପୂଜା କରି ନଥାନ୍ତା !!"*
Posts
Showing posts from February, 2022
- Get link
- X
- Other Apps
17058 27.02.22 Sunday _ * "He who accepts sorrow and happiness in the same way and remains in his own way, sees the blue and gold of the diamond in the same way, sees the beloved, the interesting or the unpleasant, the unpleasant, at the same time, accepts the same condemnation and praise, accepts the humiliation equally, He treats his enemies and friends equally, and those who are fruitless in fruitful deeds are called virtuous !! "* _
- Get link
- X
- Other Apps
17053 22.02.22 Tuesday * "A strong friendship does not require daily conversation, does not always require unity, as long as the relationship is alive in the heart, true friends will never be separated !!" * *"ଏକ ଶକ୍ତିଶାଳୀ ବନ୍ଧୁତା ଦୈନିକ ବାର୍ତ୍ତାଳାପର ଆବଶ୍ୟକତା କରେ ନାହିଁ , ସର୍ବଦା ଏକତା ଆବଶ୍ୟକ କରେ ନାହିଁ , ଯେପର୍ଯ୍ୟନ୍ତ ସମ୍ପର୍କ ହୃଦୟରେ ବଞ୍ଚିଛି , ପ୍ରକୃତ ବନ୍ଧୁମାନେ କେବେବି ଦୂର ହେବେ ନାହିଁ !!"*
- Get link
- X
- Other Apps
17049 18.02.22 Friday " ପ୍ରକୃତ ସାହାଯ୍ୟ " *· · • • • • • • ✤ • • • • • • · ·* ରବିଚନ୍ଦ୍ର ନାମକ ଜଣେ ଜମିଦାରଙ୍କର ଦୁଇଜଣ ପୁତ୍ର ଥିଲେ । ସେମାନେ ହେଲେ ହରି ଓ ଗିରି । ରବିଚନ୍ଦ୍ର ତାଙ୍କ ମୃତ୍ୟୁ ସମୟରେ ସେ ନିଜର ସମସ୍ତ ସମ୍ପତ୍ତିକୁ ଏ ଦୁଇ ପୁତ୍ରଙ୍କ ମଧ୍ୟରେ ସମାନ ରୂପେ ବାଂଟି ଦେଇଥିଲେ । ତାଙ୍କର ଅକଳନ ସମ୍ପତ୍ତି, ପୁତ୍ରମାନଙ୍କ ପାଇଁ ଯଥେଷ୍ଟ ଥିଲା । ହରି ପୈତୃକ ସମ୍ପତ୍ତି ପାଇ ମହା ଆଡମ୍ବରରେ ତାଙ୍କ ଜୀବନ ବିତାଉଥାଆନ୍ତି । ମନ ଇଚ୍ଛା ଅର୍ଥ ଖର୍ଚ୍ଚ କରି, ପ୍ରତି ଦିନ ଜାକଜମକରେ ଘରେ ଉତ୍ସବ ପାଳନ କରନ୍ତି । ତାଙ୍କର ମହଲ ସଦୃଶ ଏକ ବିରାଟ ଘର ଥାଏ ଓ ତହିଁରେ ଅନେକ ଦାସଦାସୀ ବି ଥା’ନ୍ତି । ସବୁଲୋକ ତାକୁ ଖୁବ୍ ପ୍ରଶଂସା କରନ୍ତି ଓ ଜଣେ ସମ୍ଭ୍ରାନ୍ତଲୋକ ଭାବେ ତାକୁ ଗଣନା କରନ୍ତି । ହରି ଲୋକମାନଙ୍କୁ ଢେର୍ ସାହାଯ୍ୟ କରନ୍ତି । ପ୍ରକୃତରେ ତାଙ୍କଠାରେ ଅନ୍ୟକୁ ସାହାଯ୍ୟ କରିବାର ପ୍ରବୃତ୍ତି ନଥାଏ, ମାତ୍ର ଲୋକ-ଦେଖାଣିଆ ଭାବରେ ସେ ଏହି କାମ କରନ୍ତି । କିନ୍ତୁ ତାଙ୍କର ଭାଇ ଗିରି ଏକ ଛୋଟ ଖପର ଘରେ ବାସ କରନ୍ତି । ଘରେ କୌଣସି ମୂଲ୍ୟବାନ ଆସବାବପାତ୍ର ନଥିଲେ ମଧ୍ୟ ପରିବେଶ ବେଶ୍ ସଫାସୁତୁରା ରଖନ୍ତି । ପରିଷ୍କାର ଓ ରୁଚିପୂର୍ଣ୍ଣ ପୋଷାକ ପର...
- Get link
- X
- Other Apps
17047 17.02.22 Thursday _ * 🥀 "Again, I am going to say the supreme wisdom, which is the best and best of all knowledge. Knowing that the sages are freed from this birth and attain supreme perfection !!" * __* 🥀"ପୂନର୍ବାର ସମସ୍ତ ଜ୍ଞାନ ମଧ୍ୟରେ ଯାହା ଅତିଶ୍ରେଷ୍ଠ ଓ ଉତ୍ତମ, ସେହି ପରମ ଜ୍ଞାନ କହିବାକୁ ଯାଉଛି । ଯାହା ଜାଣି ମୁନିମାନେ ଇହଜନ୍ମରୁ ମୁକ୍ତହୋଇ ପରମ ସିଦ୍ଧି ପ୍ରାପ୍ତ ହୋଇଥାନ୍ତି !!"*_
- Get link
- X
- Other Apps
17041 10.02.22 Thursday *🌹"ରୋଗୀର ଯେପରି ବୈଦ୍ଯ ସହିତ ସମ୍ବନ୍ଧ ହୋଇ ଯାଏ, ସେହିପରି ନିଜର ନିର୍ବଳତା ଓ ଭଗବାନଙ୍କ ସର୍ବ ସମର୍ଥତା ପ୍ରତି ବିଶ୍ବାସ ହୋଇ ଗଲେ ମନୁଷ୍ଯର ଭଗବାନଙ୍କ ସହିତ ସମ୍ବନ୍ଧ ହୋଇ ଯାଏ, ତାତ୍ପର୍ଯ୍ୟ ହେଲା, ମନୁଷ୍ଯ ଯେତେ ବେଳେ ସଂସାରର ଦୁଃଖରେ ବିଚଳିତ ହୋଇ ପଡେ ଏବଂ ସେହି ଦୁଃଖ ଦୂର କରିବା ପାଇଁ ନିଜକୁ ଦୁର୍ବଳ ମନେ କରେ ତଥା ତା' ର ବିଶ୍ବାସ ହୋଇ ଯାଏ ଯେ ସର୍ବ ସମର୍ଥ ଭଗବାନଙ୍କ କୃପା ଶକ୍ତି ଦ୍ବାରା ତା' ର ଦୁର୍ବଳତା ଦୂର ହୋଇ ପାରିବ ଓ ସେ ସଂସାରର ଦୁଃଖରୁ ରକ୍ଷା ପାଇ ପାରିବ, ସେତେବେଳେ ସେ ତତ୍କାଳ ଭକ୍ତ ହୋଇ ଯାଏ, କ୍ଷୁଧାର୍ତ୍ତକୁ ଖାଦ୍ୟ ମିଳିଗଲେ ଭୋଜନ କରିବାକୁ ସେ କ'ଣ ବିଳମ୍ବ କରିବ ?"🌹*
- Get link
- X
- Other Apps
17035 04.02.2022 Friday World Cancer Day is observed worldwide on February 4. The aim is to inform and encourage people on its prevention, early detection, and treatment. This initiative was taken by the Union for International Cancer Control to campaign and advocate for the targets of the World Cancer Declaration, penned in 2008.