Posts

Showing posts from August, 2021

VIMSAR

Image
#VIMSAR Burla Medical ରୋଗୀଙ୍କ ଚିକିତ୍ସା ର ମାନ ଅତ୍ୟନ୍ତ ଦୟନୀୟ ଅଟେ ଏହାର ମୂଖ୍ୟ କାରଣ  MBBS ଛାତ୍ର ରୋଗୀଙ୍କୁ ନିରିକ୍ଷଣ କଲାପରେ House Surgeon ଙ୍କୁ ରିପୋର୍ଟ ଦେବେ  House Surgeon Professor ଙ୍କୁ ରିପୋର୍ଟ ଦେବେ Professor ନିଜର ହାତ ବାନ୍ଧି ଶୁଣିବେ ଓ  6 ଫୁଟ ଦୂର ରହି ରୋଗୀଙ୍କ ଚିକିତ୍ସା କରିବେ  ରୋଗୀ ଅବସ୍ଥା ଯାହା ହୋଇଯାଉ କାହିଁକି ନା ତାଙ୍କୁ ମହାମାରୀ ର ଭୟ ଅଛି କିନ୍ତୁ ଆମେ ଯଦି Parsonal ତାଙ୍କ ପାଖକୁ ଯିବା ଆମଠାରୁ ଟଙ୍କା ନେଇ ପାଖରେ ବସେଇ ଚିକିତ୍ସା କରିବେ। ଏହି ସମୟରେ ମହାମାରୀ ର ଭୟ ନଥାଏ।  #VIMSAR Burla Medical The standard of care for patients is very pathetic because the main reason is that MBBS will report to the House Surgeon after monitoring the student patients.  Will report to the House Surgeon Professor  The professor will listen with his hands tied and treat the patient 6 feet away  Whatever the patient's condition  For some reason he is afraid of the plague but if we go to him Parsonal will take the money from us and sit next to him and treat him. There is no fear of an epidemic at this...

Mousumi

Image
 ମୋର ଜଣେ ବନ୍ଧୁ କୋରୋନା ମହାମାରୀ ସମୟରେ ମୋତେ ଗୋଟିଏ କଥା କହିଥିଲା। ସେ କଥା ଟି ହେଲା 2020 ଠାରୁ 2021 ଅତ୍ୟନ୍ତ କଠିନ ପରିସ୍ଥିତି ସୃଷ୍ଟି କରିବ। ଆଜି ସେ କହିଥିବା କଥା କୁ ମନେପକାଇ ଦୁଃଖ ଲାଗୁଛି। କାରଣ ସେହି ପରିସ୍ଥିତି ପାଇଁ ଆମେ ଆମ ମୋୖସୁମୀ କୁ ହରାଇଲୁ। ସେ ଆମ ଗହଣରେ ନାହିଁ କିନ୍ତୁ ସବୁ ଦିନ ପାଇଁ ସ୍ମୃତି ହୋଇ ରହିବ।  One of my friends, Corona, told me something during the epidemic. "From 2020 to 2021, it will be very difficult. I'm sorry to hear that. Because of that we lost our Mousumi . He is not in our company but will be remembered forever.  

Mousumi

Image
 ମୋୖସୁମୀ ଏବେ ମଧ୍ୟ ତୋର କୁନି ଭଉଣୀ "ଗୁଡ଼୍ଡି " ଦୀପାଳୀ ନାନୀ ଭଲ ହୋଇ କେବେ ଆସିବ ବୋଲି ପଚାରୁଛି।ତା'ର ସେହି ପଚାରିଥିବା ପ୍ରଶ୍ନ ର ଉତ୍ତର ଦେବାକୁ ଆମେ ଅକ୍ଷମ । ଆସିବ ଆସିବ ବୋଲି କହି ତାକୁ ସାନ୍ତ୍ୱନା ଦେଉଛୁ। ତାକୁ ଜଣାନାହିଁ ତୁ ଆଉ ଫେରିବୁ ନାହିଁ ବୋଲି।

Mousumi Foundation

Image
ମୋୖସୁମୀ ଫାଉଣ୍ଡେସନ ପାଇଁ ଯଦି  ଆର୍ଥିକ ସହାୟତା ଦରକାର ହୁଏ ? ଚେବେ ଆପଣଙ୍କ ସହଯୋଗ ଆବଶ୍ୟକ ପଡିଲେ ସହଯୋଗ କରିବେ କି ? What if the Mousumi foundation needs financial support ? Will Chebe cooperate if you need your help ?

Foundation

         Mousumi Foundation ଶିକ୍ଷା, ସ୍ୱାସ୍ଥ୍ୟ ଓ ଗରିବ ଙ୍କୁ ସହାୟତା ପ୍ରଦାନ                ଏହା ମୋ ଲକ୍ଷ୍ୟ               Mousumi Foundation                  Education, health            and assistance to the poor                   This is my goal

VIMSAR

ମୋୖସୁମୀ ସାହୁ ଦୀପାଳୀ ର Burla ସ୍ଥିତ #VIMSAR ଚିକିତ୍ସାଳୟରେ ଜୁନ ମାସ 8 ତାରିଖରେ ଅଚେତ ଅବସ୍ଥାରେ ଭର୍ତ୍ତି କରାଯାଇଥିଲା ଏବଂ 10 ତାରିଖ 3.30pm ରେ ଚେତନା ଫେରି ପାଇଥିଲା। ପରେ ତାକୁ ଖାଇବାକୁ ଦେବା କହିଥିଲେ ଓ ଖାଇବାକୁ ଦିଆଯାଇଥିଲା ପରେ ପରେ ହଠାତ୍ 18 ତାରିଖ ସନ୍ଧ୍ୟା 6.30pm ରେ ଜ୍ୱର ହୋଇଥିଲା ସେ ସମୟରେ Emergency Doctor ଙ୍କୁ ଡାକିବାରୁ ତାଙ୍କ ଆସିବା କେତେ ତତ୍ପର ଥିଲା ଯେ ଆସିଲା ବେଳକୁ ରାତ୍ର 9.30pm ହୋଇସାରିଥିଲା ତାକୁ ଦେଖିଲା ପରେ ଜ୍ୱର ପାଇଁ Injection ଲେଖିଲେ ଏହାକୁ ଆଣି ସାରିଲା ପରେ ଦିଦିଙ୍କୁ ଡାକି Injection ଦେବା ପାଇଁ ଆଉ ଦୁଇ ଘଣ୍ଟା ତଥା 11.30pm ହୋଇଥିଲା ଦିଦି ଆସିଲା ବେଳକୁ ତା ଦେହର ଜ୍ୱର କମ୍ ହୋଇଯାଇଥିଲା ଏବଂ ସେ ଚେତା ଶୂନ୍ୟ ହୋଇ ଜାଣିଥିଲା। ପର ଦିନ ସକାଳ 9.30am ରେ Asst Professor ଆସି ଦେଖିଲେ ଓ ICU କୁ Refer କରିଥିଲେ। Burla ସ୍ଥିତ #VIMSAR ରେ ICU Bed ନ ମିଳିବାରୁ Sameleswari Nursing Home Burla ଠାରେ ଭର୍ତି କରିବାକୁ ପଡ଼ିଥିଲା। ଏହା ହେଉଛି Burla ସ୍ଥିତ #VIMSAR ର ଚିକିତ୍ସା ପ୍ରଣାଳୀ। ଏ‌ହି ପ୍ରଣାଳୀ ରେ ରୋଗୀଙ୍କ ଜୀବନ ବଞ୍ଚାଇବା କେତେ ଦୂର ସମ୍ଭବ ହୋଇପାରିବ ଓ କ'ଣ ଆଶା କରାଯାଇପାରିବ।

VIMSAR

 Burla ସ୍ଥିତ #VIMSAR ଠାରେ ଚିକିତ୍ସା ର ଗ୍ୟାରେଣ୍ଟି 50/50 ସୁସ୍ଥ ହେଲେ ଘର କୁ ନ ହେଲେ ଯମ ଘର କୁ ଏହା ହିଁ ସୁନିଶ୍ଚିତ। Guarantee of treatment at #VIMSAR in Burla is 50/50  When he recovered, he went home  Otherwise to the Yam house  This is for sure.